PRGI REGD NO : ORORI/25/A1991

Advertisement

‘ମା ପାଇଁ ଗଛଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ଯେଉଁ ‘ଏକ୍‌ ପେଡ୍‌ ମା କେ ନାମ୍‌’ ବା ‘ମା ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ କରିଛନ୍ତି, ତାହା ଦ୍ୱାରା ଜନ୍ମଦାତ୍ରୀ ମାତା ଓ ଧରିତ୍ରୀ ମାତା ପ୍ରତି ଆମେ ଆମର ମୌଳିକ ଦାୟିତ୍ୱ ପ୍ରତି ସଚେତନ ହୋଇପାରିଛୁ ଏବଂ ଆଜି ଏହା ଏକ ଜନ ଆନ୍‌ଦୋଳନରେ ପରିଣତ ହୋଇଛି। ଆଜି ମୋଦୀଜୀଙ୍କ ୭୫ତମ ଜନ୍ମଦିନରେ ଓଡ଼ିଶାବାସୀ ୭୫ ଲକ୍ଷ ଗଛ ଲଗାଇ ତାଙ୍କୁ ଏକ ସଶ୍ରଦ୍ଧ ଉପହାର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ସ୍ଥିତ ଏକାମ୍ର ମହାବିଦ୍ୟାଳୟ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‘ଏକ୍‌ ପେଡ୍‌ ମା କେ ନାମ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।

Happy Living Odisha

Leave a Reply

Your email address will not be published. Required fields are marked *