PRGI REGD NO : ORORI/25/A1991

Advertisement

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପହିଲି ଧୂପ

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପହିଲି ଧୂପ ପ୍ରସାଦ ସେବନ କରିଲେ ଭୁବନେଶ୍ୱର ବରିଷ୍ଠ ବିଜେପି ସଭ୍ୟ ବୃନ୍ଦ । ସ୍ଥାନୀୟ ଗୁଅ।ଝର୍ ପରିସରରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର, ପ୍ରଭାରୀ ସରୋଜ କର, ବିଧାୟକ ବାବୁ ସିଂ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ମଧ୍ୟ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ,  ଉତ୍ତର ଭୁବନେଶ୍ୱର ଜିଲ୍ଲା ବିଜେପିର ନୂତନ କାର୍ଯ୍ୟକର୍ତ୍ତା ସମୂହ ଯୋଗ ଦେଇଥିଲେ ।  ଶ୍ରୀଯୁକ୍ତ ସରୋଜ ମିଶ୍ର, ଅରୁଣ ମହାପାତ୍ର ଉପସ୍ଥିତ ଥିଲେ । ଏକାମ୍ର ନିର୍ବାଚନ ମଣ୍ଡଳୀର  ବିଜେପିର ଟାଣୁଆ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Happy Living Odisha

Leave a Reply

Your email address will not be published. Required fields are marked *