ENTERTAINMENT ରସଗୋଲା ଦିବସ ପାଳନ happylivingodisha@gmail.com Jul 26, 2026 0 ହାପି ଲିଭିଙ୍ଗ ଫାଉଣ୍ଡେସନର ସମସ୍ତ ଶୁଭେଛୁ ,ଶୁଭାକାଂକ୍ଷୀ ଓ ସଦସ୍ୟ ବୃନ୍ଦ ମାନଙ୍କୁ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ କୋଟି ଓଡ଼ିଆଙ୍କ ମଉଡମଣି ମହାବାହୁ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ, ମା ସୁଭଦ୍ରା ଓ ମହାବାହୁ ପ୍ରଭୁ ଶ୍ରୀ ଶ୍ରୀ ବଳରାମଙ୍କର ଶ୍ରୀମନ୍ଦିର ଆଗମନ ବା ନୀଳାଦ୍ରିବିଜେ ଉପଲକ୍ଷେ ପ୍ରତିବର୍ଷ ପରି ଫାଉଣ୍ଡେସନ ଦ୍ୱାରା ରସଗୋଲା ଦିବସ ପାଳନ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିର ଠାରେ ରସଗୋଲା ବିତରଣର କାଯ୍ୟକ୍ରମ ଅନୁଷ୍ଠିତ ହେବ. ଏଣୁ ଫାଉଣ୍ଡେସନର ସମସ୍ତ ଶୁଭାକାଂକ୍ଷୀ ଓ ସଦସ୍ୟ ମାନଙ୍କର ସହଯୋଗ ଏବଂ ଯୋଗଦାନ ପୂର୍ବକ ସମସ୍ତଙ୍କୁ ସାଦର ନିମନ୍ତ୍ରଣ ଏବଂ ଆପଣମାନଙ୍କର ଉପସ୍ଥିତି ଆମର ଏକାନ୍ତ କାମ୍ୟ 🙏 ଜୟ ଜଗନ୍ନାଥ 🙏 ଡ଼. ମନୋଜ ଲେଙ୍କା ପ୍ରତିଷ୍ଠାତା ହାପି ଲିଭିଙ୍ଗ ଫାଉଣ୍ଡେସନ Happy Living Odisha RASOGOLA
ENTERTAINMENT STATE NEWS ଓଡ଼ିଶା ସାହିତ୍ୟ ଏକାଡେମୀର ୬୯ତମ ସ୍ୱନକ୍ଷତ୍ର ଦିବସ happylivingodisha@gmail.com Jul 26, 2026
ENTERTAINMENT ମକର ପର୍ବର ଖୁସି ଗାଁ-ଗାଁକୁ ପହଞ୍ଚିବ: ମନ୍ତ୍ରୀ ଶ୍ରୀ ନାଏକ happylivingodisha@gmail.com Jan 14, 2026
ENTERTAINMENT ୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୫ର ଚତୁର୍ଥ ସନ୍ଧ୍ୟାରେ ସ୍ଥାନିତ ହୋଇଛି ରଙ୍ଗମଞ୍ଚର କାର୍ୟ୍ୟକ୍ରମ happylivingodisha@gmail.com Sep 9, 2025
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ happylivingodisha@gmail.com Aug 22, 2026
POLITICAL NEWS ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ happylivingodisha@gmail.com Aug 22, 2026
STATE NEWS ଭୁବନେଶ୍ୱର ଠାରେ ଆୟୋଜିତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଯାତ୍ରା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ବରିଷ୍ଠ ନେତୃବୃନ୍ଦ। happylivingodisha@gmail.com Aug 11, 2026
STATE NEWS ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବାଲେଶ୍ୱର ସଦର ବ୍ଲକ୍ର ଛାନୁଆଁ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ happylivingodisha@gmail.com Aug 6, 2026
Leave a Reply