NATIONAL ଓଡ଼ିଶା ବିଧାନସଭାକୁ ଦେଶର ପ୍ରଥମ ନାଗରିକଙ୍କ ଆଗମନ ଓ ଉଦ୍ବୋଧନ happylivingodisha@gmail.com Nov 28, 2025 0 ଓଡ଼ିଶା ବିଧାନସଭାକୁ ଦେଶର ପ୍ରଥମ ନାଗରିକଙ୍କ ଆଗମନ ଓ ଉଦ୍ବୋଧନ ସମ୍ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା, ଓଡ଼ିଶା ବିଧାନସଭାକୁ ଆପଣଙ୍କର ଆଜିର ଐତିହାସିକ ତଥା ମୂଲ୍ୟବାନ ସମ୍ବୋଧନ ନିମନ୍ତେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଦୀର୍ଘ ସାଢ଼େ ସାତ ଦଶନ୍ଧିର ଗଣତାନ୍ତ୍ରିକ ପରମ୍ପରାରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଦେଶର ପ୍ରଥମ ନାଗରିକଙ୍କ ଆଗମନ ଓ ଉଦ୍ବୋଧନ କରିବାର ଏହି ସୌଭାଗ୍ୟ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି। ଓଡ଼ିଶା ମାଟିର ଗର୍ବ ଭାବରେ, ଆପଣଙ୍କର ଏହି ପବିତ୍ର ଗୃହରୁ ରାଜନୈତିକ ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବା ସମଗ୍ର ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧ ଏବଂ ଶକ୍ତିକୁ ପ୍ରତିପାଦିତ କରୁଛି। ଜଣେ ଜନଜାତି ମହିଳା ଭାବରେ ଆପଣଙ୍କର ଏହି ସଫଳତା ସମାଜର ପ୍ରତ୍ୟେକ ବର୍ଗ ବିଶେଷକରି ସାଧାରଣ ଓ ଗରିବ ଲୋକଙ୍କ ପାଇଁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଓ ଅସୀମ ପ୍ରେରଣା ସଦୃଶ। ଆପଣଙ୍କର ନୀତିନିଷ୍ଠ କାର୍ଯ୍ୟଶୈଳୀ ଏବଂ ରାଷ୍ଟ୍ର ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ। ଆପଣଙ୍କର ମାର୍ଗଦର୍ଶନ ଆମ ସରକାରର ‘ସବ୍କା ସାଥ୍, ସବ୍କା ବିକାଶ’ ସଂକଳ୍ପକୁ ଆହୁରି ଅଧିକ ଶକ୍ତିଶାଳୀ କରିଛି। ଆମ ସରକାର ଓଡ଼ିଶାବାସୀଙ୍କୁ ଏକ ସ୍ୱଚ୍ଛ, ଦକ୍ଷ ଓ ପ୍ରଗତିଶୀଳ ପ୍ରଶାସନିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଅଙ୍ଗୀକାରବଦ୍ଧ ଏବଂ ଏହି ମହତ୍ ଉଦ୍ଦେଶ୍ୟରେ ଆପଣଙ୍କର ମାର୍ଗଦର୍ଶନ ଆମକୁ ସର୍ବଦା ପଥ ପ୍ରଦର୍ଶନ କରିବ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ସାକାର କରିବା ଦିଗରେ ଆମର ଯୋଗଦାନକୁ ଆମେ ସୁନିଶ୍ଚିତ କରିବୁ। Happy Living Odisha
NATIONAL International Tiger Day Celebrated at Nandankanan with Awareness and Conservation Initiatives happylivingodisha@gmail.com Jul 29, 2026
NATIONAL ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ happylivingodisha@gmail.com Jul 28, 2026
NATIONAL ନୂଆଦିଲ୍ଲୀରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ଭାରତ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ happylivingodisha@gmail.com Jan 22, 2026
NATIONAL ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ପରିବେଶବିତ୍ ଶ୍ରୀମତୀ ମେନକା ଗାନ୍ଧୀ । happylivingodisha@gmail.com Jan 5, 2026
NATIONAL ରାଜଭବନରେ ନବନିର୍ମିତ କଳିଙ୍ଗ ଅତିଥି ନିବାସର ଉଦଘାଟନ କଲେ ଭାରତର ରାଷ୍ଟ୍ରପତି happylivingodisha@gmail.com Nov 28, 2025
NATIONAL ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଜାମ୍ମୁ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡ଼ଃ ନିର୍ମଳ ସିଂ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି l happylivingodisha@gmail.com Sep 15, 2025
NATIONAL GST New Slab : ୫% ଏବଂ ୧୮%… ଜିଏସ୍ଟିରେ ଏବେ କେବଳ ଦୁଇଟି ଟିକସ ସ୍ଲାବ୍, ଜାଣନ୍ତୁ କେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ happylivingodisha@gmail.com Sep 5, 2025
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ happylivingodisha@gmail.com Aug 22, 2026
POLITICAL NEWS ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ happylivingodisha@gmail.com Aug 22, 2026
STATE NEWS ଭୁବନେଶ୍ୱର ଠାରେ ଆୟୋଜିତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଯାତ୍ରା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ବରିଷ୍ଠ ନେତୃବୃନ୍ଦ। happylivingodisha@gmail.com Aug 11, 2026
STATE NEWS ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବାଲେଶ୍ୱର ସଦର ବ୍ଲକ୍ର ଛାନୁଆଁ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ happylivingodisha@gmail.com Aug 6, 2026
Leave a Reply