STATE NEWS ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ happylivingodisha@gmail.com Sep 15, 2025 0 ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା: 15/09/25(HAPPY LIVING ODISHA) ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଲପୁର ପଂଚାୟତର ଚାଂଚୋଳ ଲଚ୍ଛମନ୍ ଜିୟୁ ପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତୀଥି ଭାବରେ ହାପି ଲିଭିଙ୍ଗ ଫାଉଣ୍ଡେସନର ପ୍ରତିଷ୍ଠାତା ସଂପାଦକ ଡ. ମନୋଜ କୁମାର ଲେଙ୍କା ଯୋଗଦେବା ସହିତ ଅନୁଷ୍ଠାନର ସଂପାଦକ ପ୍ରଭାତ ନାୟକ ମଧ୍ୟ ଉପସ୍ଥିତ ରହିଥିଲେ । ବଙ୍ଗାଲପୁର ପଞ୍ଚାୟତର ସରପଞ୍ଚ ଅମୀୟ ଜେନା ଏବଂ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ସୁରେଶ ପ୍ରଧାନ ମଧ୍ୟ ଯୋଗ ଦାନକରିଥିଲେ । ଏହି ପରିପେକ୍ଷିରେ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପିକା ମମତା ପଣ୍ଡାଙ୍କ ସହିତ କଲେଜର ଛାତ୍ରଛାତ୍ରୀ ଏବଂ ଏଲ୍ ଏନ୍ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଚଳବାସୀ ଯୋଗଦେବା ସହିତ କେମିତି ତାଳଗଛ ଅଧିକରୁ ଅଧିକ ଲଗାଯାଇ ପାରିବ ଏବଂ ବିଜୁଳି ଘଡଘଡିରୁ ଯେଉଁ ମୃତ୍ୟୁ ହେଉଛି ସେଥିରୁ କେମିତି ମୁକ୍ତି ପାଇବେ ସେ ନେଇ ଏ ବିଷୟରେ ଆଜି ଆଲୋଚନା କରାଯିବା ସହିତ ୧୦୦୦ରୁ ଉର୍ଦ୍ଧ ତାଳମଞ୍ଜି ଲାଗାଯାଇଥିଲା । ଆଗାମୀ ଦିନରେ ଲକ୍ଷ୍ୟ ରଖାଯାଇଛି ଯେ ୫ ବର୍ଷ ଭିତରେ ଗରଦପୁର ବ୍ଲକରେ ଯେଉଁ ସବୁ ପଞ୍ଚାୟତ ଗୁଡିକ ରହିଛି ଅନୁଷ୍ଠାନ, ସେହି ପଞ୍ଚାୟତଗୁଡିକରେ ତାଳଗଛ ଲଗାଇ ଯେପରି ବିଜୁଳି ଘଡଘଡି ଜନିତ ମୃତ୍ୟୁରୁ ସମସ୍ତେ ରକ୍ଷା ପାଇପାରିବେ ସେଥିପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା କହିଥିଲେ । Happy Living Odisha
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply