PRGI REGD NO : ORORI/25/A1991

Advertisement

ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ l

ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ l

ବଣାଇ, ତା. 12/10/2026 Dambaru Pradhanବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ I
ଆଜି ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୣହ ଠାରେ ସୁନ୍ଦର ଗଡ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଜନ ସାଧାରଣ ଙ୍କ ବିଭିନ୍ନ ଆପତ୍ତିଅଭିଯୋଗର ଯୁଗ୍ମ ଜନ ଶୁଣାଣି କରିଛନ୍ତି lଉକ୍ତ କର୍ଯ୍ୟକ୍ରମରେ ମେlଟ୍ 107 ଗେlଟି ଅଭିଯୋଗ ଆସିଥିଲା l

ସେଥି ମଧ୍ୟରୁ ବ୍ୟକ୍ତି ଗତ ଭାବେ 38 ଟି ଅଭିଯୋଗ ଆସିଥିବା ବେଳେ ଦଳଗତ ଭାବେ 67 ଗେlଟି ଅଭିଯେlଗ ଆସିଥିଲା lସେହିଭଳି 2 ଜଣଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତାରାଶି ପ୍ରଦାନ କରାଯାଇ ଥିଲା l ଜିଲ୍ଲାପାଳ ପ୍ରତ୍ୟେକ୍ଷରେ 2 ଜଣଙ୍କ ଅଭିଯୋଗର ବିଚାର କରି ଶୁଣାଣି କରିଥିଲେ lଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ,ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବଣାଇ ଉପ-ଜିଲ୍ଲାପାଳ ସନ୍ତେlଷ କୁମାର ପାତ୍ର, ବନ ଖଣ୍ଡ ଅଧିକାରୀଯଶବନ୍ତ ସେଠୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଓ ଜନ ସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ l

Happy Living Odisha

Leave a Reply

Your email address will not be published. Required fields are marked *